ଜଳେଶ୍ବର : ଘରୋଇ ଯାତ୍ରୀବାହୀ ବସ୍ କୁ ଧକ୍କା ଦେଲା ଟ୍ରକ । ୩ ଯାତ୍ରୀ ଗୁରୁତର, ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଦୁର୍ଘଟଣା ।
ଏହେସାନ୍ ନାମକ ଘରୋଇ ବସ୍ କୁ ଧକ୍କା ଦେଲା ଟ୍ରକ । ବର୍ତ୍ତମାନ୍ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।