ଫୁଲବାଣୀ,:ଧାନ ଚାଷୀ ଙ୍କୁ ଜମିରେ ପକାଇବା ପାଇଁ ଡି ଏ ପି ସାର ମିଳୁନି, ହେଲେ ବେ ଆଇନ ଗଞେଇ ଚାଷ କୁ ଯାହାକୁ ଯେତେ ଡି ଏ ପି ସାର l ଗଞ୍ଜେଇ ଚାଷୀ ଙ୍କୁ ଚଢ଼ା ଦର ରେ ବ୍ଳlକ ରେ ବିକ୍ରୀ ହେଉଛି ଡି ଏ ପି ସାର l ତେବେ କୌଣସି ସୂତ୍ର ରୁ ଖବ ର ପାଇ ବାଲିଗୁଡ଼ା ପୋଲିସ ଗୋଦାମ ଘର ଉପରେ ଚଢାଉ କରି ୩୫ଟନ ଡି ଏ ପି ସାର ଜବତ କରିଛି l ବଜାର ରେ ଥିବା ମା ସାବିତ୍ରୀ ଏଗ୍ରରୋ ଏ ଜେନ୍ସି କୁ ସିଲ କରିବା ସହ ମାମଲା ରୁଜୁ କରି ତଦନ୍ତ କରୁଛି l ଏହି କାରବାର ରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ପୋଲିସ ତନାଘନା କରୁଥିବା ଜଣା ପଡ଼ିଛି l ତେବେ ବିପୁଳ ପରିମାଣ ର ସାର ଗଚ୍ଛିତ ଥିବା ବେଳେ କୃଷୀ ବିଭାଗ ଅଧିକାରୀ କିଭଳି ଜାଣି ନାହାନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l କିଛି ଦୁର୍ନିତୀ ଗସ୍ତ କୃଷି ବିଭାଗ କର୍ମଚାରୀ ଙ୍କ ଜାଣ ତ ରେ ଏ ସବୁ ବେଆଇନ୍ କାରବାର ଚାଲିଥିବା ଅଭିଯୋଗ ହେଉଛି l ଭିଜିଲାନସ୍ ବିଭାଗ ପକ୍ଷରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l